କରୋନାକୁ ବର୍ଷେ: ରାଜଧାନୀରେ ସେଇ ଭୟାନକ ସ୍ମୃତି…

ଭୁବନେଶ୍ୱର : ୧୫ ମାର୍ଚ୍ଚ, ୨୦୨୦। ଇଟାଲିରୁ ଫେରିଥିବା ଭୁବନେଶ୍ବର ବଡ଼ଗଡ଼ ଅଞ୍ଚଳର ଜଣେ ଯୁବକଙ୍କ ଦେହରେ ଚିହ୍ନଟ ହୋଇଥିଲା କରୋନା ଭୂତାଣୁ। କେବଳ ରାଜଧାନୀ ନୁହେଁ, ସେ ଥିଲେ ଓଡ଼ିଶାର ପ୍ରଥମ କରୋନା ରୋଗୀ। ଏହାପରେ ରାଜଧାନୀକୁ ଫେରୁଥିବା ଜଣେ ପରେ ଜଣେ ପ୍ରବାସୀ ଓଡ଼ିଆ ଆକ୍ରାନ୍ତ ଚିହ୍ନଟ ହେଲେ। ଦିଲ୍ଲୀର ତବ୍‌ଲିଘ ‌ଜମାତରେ ଯୋଗ ଦେଇ ଫେରିଥିବା ବମିଖାଲର ଏକ ପରିବାର କରୋନା ସଂକ୍ରମିତ ହେବା ଏବଂ … Continue reading କରୋନାକୁ ବର୍ଷେ: ରାଜଧାନୀରେ ସେଇ ଭୟାନକ ସ୍ମୃତି…